Advertisement

The single-use plastic ban will also be applicable for villages

The single-use plastic ban will also be applicable for villages ଗାନ୍ଧି ଜୟନ୍ତରୁ ଆରମ୍ଭ ବୋଇଥିବା ପ୍ଲାଷ୍ଟିକବ୍ୟାନ ନିଷ୍ପତି ଏବେ ଗାଁ ମୁହାଁ । ୨୦୨୦ ଅକ୍ଟୋବର୨ଗାନ୍ଦି ଜୟନ୍ତିରୁ ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟାନ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ । ଏ ନେଇ ଲୋକଙ୍କୁ ସଚେତନ କରାଇବ ପଞ୍ଚାୟତରାଜ ବିଭାଗ । ୩୦ ଟି ଜିଲ୍ଲାରେ ପ୍ଲାଷ୍ଟିକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ସେଣ୍ଟର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ଲାଷ୍ଟିକର ବିକଳ୍ପ ପ୍ରସ୍ତୁତି ଦାଇତ୍ବରେ ମିସନ ଶକ୍ତିକୁ ସାମିଲ କରାଯିବା ନେଇ ନିଷ୍ପତ୍ତି ହୋଇଥିବା କହିଛି ଜଙ୍ଗଳ ଓ ପରିବେଶ ବିଭାଗ। ଏଭଳି ନିଷ୍ପତ୍ତିକୁ ପରିବେଶବିତଙ୍କ ଠାରୁ ଗ୍ରାମା଼ଞ୍ଚଳର ଲୋକ ସମସ୍ତେ ସ୍ବାଗତ କରିଛନ୍ତି ।
#PlasticBan #Bhuabneswar #Odisha


Watch all the current, latest and breaking news only on "TheArgus.in" LIVE TV. The one-stop destination for LIVE news on politics, entertainment, sports, gadgets, and business.
#theargus #OdiaNews #BreakingNews #LiveNews

To stay updated on-the-go,
download the "argustv" App on Google Play Store and Apple App Store

Follow us for the latest news, photos & videos:
· Facebook:
· Twitter:

"The Argus.in" is Odisha’s most popular Odia Web News Channel. In a short time, it redefined the limits and has set new standards for journalism in Indian news television through its differentiated programming and philosophy of inclusive journalism the spirit of ‘Whatever It Takes'. As per its tagline "Satyara Sandhana", it continues to tell Odisha’s window to all over the world and world’s window into Odisha.

Subscribe to Our YouTube channel for the latest news updates:


Watch Us Live on:


Our Official website:


You can WhatsApp your News at - 8480612900

ଦ ଅର୍ଗସ୍ ଡ଼ଟ୍ ଇନ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।

ଦ ଅର୍ଗସ୍ ଡ଼ଟ୍ ଇନ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।

ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ ।

Bhuabneswar,PlasticBan,Singleuseplastic,

Post a Comment

0 Comments