Advertisement

Truck accident in Ambadola due to poor visibility owing to heavy fog

Truck accident in Ambadola due to poor visibility owing to heavy fog ଘନ କୁହୁଡି ଯୋଗୁଁ ଛିଡ଼ା ହୋଇଥିବା ଟ୍ରକ ପଛ ପଟୁ ଧକା ଦେଲା ଟ୍ରକ ଡ୍ରାଇଭର ଗୁରୁତର,ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରାଣିପିଣ୍ଡା ନିକଟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହେଇଥିବା ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣା ରେ ଧକ୍କା ଦେଇଥିବା ଟ୍ରକ୍ ର ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ଼୍ରାଇଭର ଙ୍କୁ ପ୍ରଥମେ ଅମ୍ବାଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି । ପ୍ରବଳ କୁହୁଡି ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଯାରିରଖିଛି । ଟ୍ରକ୍ ଟି ବିଶାଖାପାଟଣା ରୁ ରାୟପୁର ଜାଉଥିବା ଜଣାପଡିଛି,

#odishatimes,#odisha time,#kalahandi news,#odisha news,Truck accident in Ambadola due to poor visibility owing to heavy fog,

Post a Comment

0 Comments